ଅନ୍ଧାରୀଝୋଳା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବୁଧବାର ସନ୍ଧ୍ୟାରେ ଅନ୍ଧାରିଝୋଳା ନିକଟରେ କାଜୁ ଜଙ୍ଗଲରେ ଟ୍ରାପ୍ କ୍ୟାମେରା ଖଞ୍ଜି ଥିଲା ବନ ବିଭାଗ, ଗାଇକୁ ଗୁହାଳରୁ ଘୋଷାଡି ନେଇ ଖାଇଲା ପରେ ବଳକା ଛାଡି ପଳାଇଥିଲା ମହାବଳ , ପୁଣିଥରେ ଆସି ଖାଇବାର ଅନୁମାନ କରି କ୍ୟାମେରା ଖଞ୍ଜିଥିଲେ ବନ ଅଧିକାରୀ, ମୋଟ ୬ଟି କ୍ୟାମେରା ଖଞ୍ଜା ଯାଈଥିବା ବେଳେ ସେଥି ମଧ୍ୟରୁ ୪ଗୋଟି କ୍ୟାମେରାରେ ବାଘର ଚିତ୍ର ଉତ୍ତୋଳନ ହୋଇଥିବା ଜଣାପଡିଛି, ସେହି ମହାବଳବାଘ ହୋଇଥିବା ଅନୁମାନ କରୁଛି ବନ ବିଭାଗ l