ଭାରତକୁ ମୁସଲିମ ରାଷ୍ଟ୍ର କରିବା : ପାକିସ୍ତାନ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ପାକିସ୍ତାନ ର ବଡ଼ ଚାଲ, ହିନ୍ଦୁ ରାଷ୍ଟ୍ରକୁ ମୁସଲିମ ରାଷ୍ଟ୍ର କରିବା । କାଶ୍ମୀରରେ ଲଙ୍କା କାଣ୍ଡ କରିଛନ୍ତି, ଏବେ ଦିଲ୍ଲୀରେ କରିବେ । ଏମିତି ଆତଙ୍କବାଦୀ ବି ଧମକ ଦେଉଛନ୍ତି । ବ୍ରିଟେନକୁ ଇସଲାମିକ ରାଷ୍ଟ୍ର କରିବା ପାଇଁ ପୁରା ଲାଗିପଡ଼ିଛି ପାକିସ୍ତାନ । ସବୁ ପ୍ରକାର ଉଦ୍ୟମ କରୁଛି । ଇସାଇ ମାନଙ୍କୁ ଆକ୍ରମଣ କରୁଛି ଏବଂ ଜୋର ଜବରଦସ୍ତ ମୁସଲମାନ ବି କରୁଛି । ଏଭଳି ଏକ ଡକୁମେଣ୍ଟାରୀ ପାକିସ୍ତାନୀଙ୍କ ପୁରା ପୋଲ ଖୋଲି ଦେଇଛି ।

 

ବ୍ରିଟେନର ଏକ ଡକୁମେଣ୍ଟ ଏଭଳି କିଛି ତଥ୍ୟ ବି ଦେଲାଣି । ଯେ କିଭଳି ପାକିସ୍ତାନ ଓ ପାକିସ୍ତାନ ଭଳି କିଛି ଦେଶ ଇସାଇ ମାନଙ୍କୁ ମାରି ମୁସଲିମ କରିବା ପାଇଁ ଲାଗିପଡିଛି । କେବଳ ବ୍ରିଟେନ କାହିଁକି ଅନ୍ୟ ଦେଶରେ ଇସାଇ ମାନଙ୍କ ସହ ମୁସଲିମ ମାନଙ୍କର ହେଉଥିବା ଗଣ୍ଡଗୋଳ ହିଁ ଏହାର ପ୍ରମାଣ ଦେଉଛି ।

 

ଆହୁରି ଗୋଟେ ବଡ଼ ତଥ୍ୟ ଏବେ ଆସିଛି । କିଭଳି ପାକିସ୍ତାନର ISI ସାଧାରଣ ପିଲାଙ୍କୁ ଉଠେଇ ନେଇ ଆତଙ୍କବାଦୀ କରୁଛି, ତାହାର ପୋଲ ଖୋଲିଛନ୍ତି ଜଣେ ପୀଡ଼ିତଙ୍କ ମା । ବ୍ରିଟେନରେ ଏହି ତଥ୍ୟ ବି ସେ ଦେଇଛନ୍ତି । ଖାଲି ବ୍ରିଟେନ ନୁହେଁ । ଭାରତର ସ୍ଥିତି ଅତି ସାଙ୍ଘାତିକ କରିଦେବେ । ମୁସଲିମ ମାନେ ଯେଉଁ ଅଞ୍ଚଳକୁ ପଶନ୍ତି ସେମାନଙ୍କର ଟାର୍ଗେଟ ଥାଏ କେବଳ ମୁସଲମାନ ସଂଖ୍ୟା ବଢ଼ାଇବା । ଆଉ ଥରେ ମୁସଲମାନଙ୍କ ସଂଖ୍ୟା ବଢ଼ିଲେ ସେମାନଙ୍କ ଅତ୍ୟାଚାର କାହିଁରେ କଣ ହେଇଯାଏ । ଏଭଳି କିଛି ଉଦ୍ୟମ ରଖିଥିବା ମୁସଲମାନମାନଙ୍କ ପାଇଁ ବେଶ୍ ସୁଯୋଗ ଦେଇଛି, ଭାରତର ସମ୍ବିଧାନରେ ଯୋଡ଼ା ହେଇଥିବା ଧର୍ମ ନିରପେକ୍ଷ ବା ସିକୁଲାର ଶବ୍ଦ ।

 

ଯେତେବେଳେ ପାକିସ୍ତାନକୁ ଅଲଗା କରାଯାଇ ମୁସଲମାନ ମାନଙ୍କୁ ସେଠାକୁ ପଠାଇ ଦିଆଗଲା, ତାପରେ ହିନ୍ଦୁସ୍ତାନ ବା ଭାରତର ସମ୍ବିଧାନରେ ଧର୍ମ ନିରପେକ୍ଷର ଆବଶ୍ୟକତା କଣ ଥିଲା ? ତାହା ତ ତର୍ଜମାର ବିଷୟ । କିନ୍ତୁ ଏବେ ଯଦି ଦେଖିବା ଭାରତର ଧର୍ମ ନିରପେକ୍ଷ ଶବ୍ଦକୁ ନେଇ ମୁସଲମାନମାନେ ସାଙ୍ଘାତିକ ଅତ୍ୟାଚାର କରୁଛନ୍ତି ।

 

ମୋଦିଙ୍କର ବୋଧେ ଲକ୍ଷ୍ୟ ଥିଲା, ସମ୍ବିଧାନର ଏହି ସଂଶୋଧନ କରିବା ପାଇଁ । ସେଥିପାଇଁ ସେ ଡାକରା ଦେଇଥିଲେ ୨୦୨୪ରେ ” ଅବକି ବାର ୪୦୦ ପାର୍ “। ଯଦି ୪ ଶହରୁ ଅଧିକ ସଦସ୍ୟ ଲୋକସଭାରେ ଥାଆନ୍ତା ବିଜେପିର, ତାହେଲେ ସିକୁଲାର ଶବ୍ଦ ଉଠିଥାନ୍ତା ଆଉ ମୁସଲମାନ ମାନଙ୍କର ସବୁ ଦୌରାତ୍ମ୍ୟକୁ ନାରଖାର କରାଯାଇପାରିଥାନ୍ତା । ହେଲେ ତାହା କରାଗଲା ନାହିଁ । କ୍ଷମତା ପାଇଁ ଭୋଟ ରାଜନୀତିରେ ସ୍ୱାର୍ଥକୁ ମାଡ଼ି ବସୁଥିବା କିଛି ଆଞ୍ଚଳିକ ଦଳ ଏବଂ ନକାରାତ୍ମକ ତଥା ନିଜକୁ ଉଦାରବାଦୀ ବା ଶିକୁଲାର କହୁଥିବା ଲୋକ ହିଁ ବିଜେପିର ଏହି ଆଭିମୁଖ୍ୟର ପ୍ରତିବନ୍ଧକ ଲଗାଇଲେ ଆଉ ଭାରତ ପାଇଁ ବଡ଼ ବିପଦ ସୃଷ୍ଟି କଲେ । ଯେଉଁ ବିପଦ ତାର ସଙ୍କେତ ଦେଲାଣି ପହଲଗାମା ଆତଙ୍କବାଦୀ ଆକ୍ରମଣରୁ ।

 

ହିନ୍ଦୁ ମାନଙ୍କୁ କିଭଳି ଆକ୍ରମଣ କରାଯିବ ଆଉ କିଭଳି ମାରିଦିଆଯିବ ଆଉ ଭାରତକୁ କିଭଳି ମୁସଲମାନ ଦେଶ କରାଯିବ ସେ ନକ୍ସାରେ ଚାଲିଛି ବର୍ତ୍ତମାନ ପାକିସ୍ତାନ ଆଉ ବାଂଲାଦେଶ । ଦେଖାଯାଉ ତଥାକଥିତ ଉଦାରବାଦି ମାନେ ପାକିସ୍ତାନ ଆଉ ବାଂଲାଦେଶର ଏଭଳି ହୀନ ଚକ୍ରାନ୍ତକୁ ବୁଝୁଛନ୍ତି ନା ହିନ୍ଦୁ ଆଉ ହିନ୍ଦୁତ୍ୱକୁ ନାରଖାର କରୁଛନ୍ତି ।

 

 

LEAVE A REPLY

Please enter your comment!
Please enter your name here