ବଡ଼ ଦୁର୍ଘଟଣା ରୁ ବର୍ତ୍ତିଲା ନାୟକ-ଏଣ୍ଡ-ନାୟକ ବସ

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଗଞ୍ଜାମ ସୀମାନ୍ତ ତପ୍ତପାଣି ଘାଟି ରେ ଫୁଣି ବଡ଼ ଦୁର୍ଘଟଣା ରୁ ବର୍ତ୍ତୀଯାଇଛି ଯାତ୍ରୀବାହୀ ବସ,ନାୟକ ଏଣ୍ଡ ନାୟକ l ତେବେ ବସ ଚାଳକଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବର୍ତ୍ତୀ ଯାଇଛନ୍ତି ଯାତ୍ରୀ ମାନେ l

ଗଜପତି ଜିଲ୍ଲା ଜିରାଙ୍ଗ ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି l ତେବେ ଗାଡିରେ ପ୍ରାୟ ୨୦ ରୁ ଉର୍ଦ୍ଧ ଯାତ୍ରୀ ଥିବା ସୂଚନା ମିଳିଛି l ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଥିବା ପୋଡାମାରି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here