ଭୁବନେଶ୍ବରରେ ଖୋଲିବ NIA ଶାଖା

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଭୁବନେଶ୍ବରରେ ଖୋଲିବ NIA ଶାଖା l ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି l ଭିଏସ୍‌ଏସ୍‌ ନଗରରେ ପ୍ରାରମ୍ଭିକ ଭାବେ NIAର ଶାଖା କାର୍ଯ୍ୟ କରିବ l ଜଣେ ଏସ୍‌ପି ପାହ୍ୟାର ଅଧିକାରୀ ମୁଖ୍ୟ ରହିବେ ଏହି NIA ଶାଖାର l ଏନେଇ ସୂଚନା ଜାରି କରାଯାଇଛି l

 

LEAVE A REPLY

Please enter your comment!
Please enter your name here