ବଣ୍ଡା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା କମାଣ୍ଡର ଜଣେ ମୃତ୍ୟୁ ପାଞ୍ଚ ଆହତ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବଣ୍ଡା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା କମାଣ୍ଡର ଜଣେ ମୃତ୍ୟୁ ପାଞ୍ଚ ଆହତ , ସମସ୍ତ ଆହତଙ୍କୁ ମୁଦୁଲିପଡ଼ା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ଅନାକାଡେଲି ସାପ୍ତାହିକ ହାଟରୁ ଫେରୁଥିବା ସମୟରେ ହଣ୍ଡ୍ରାହାଲ ପାଖରେ କମାଣ୍ଡର ଭାରସାମ୍ୟ ହରାଇ ଘାଟି ତଳକୁ କଷି ଯାଇଥିଲା  l ଫଳରେ କମାଣ୍ଡର ବସିଥିବା ଯାତ୍ରୀ ମାନେ ଆହତ ହୋଇଥିବା ବେଳେ ଜଣେ ମହିଳାଙ୍କ ମୃତୁ ଘଟିଛି  l ତେବେ ଆହତ ମାନଙ୍କୁ ମୁଦୁଲିପଡ଼ା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ଖବର ପାଇ ଘଟଣା ସ୍ଥଳରେ ମୁଦୁଲିପଡ଼ା ପୋଲିସ ପହଞ୍ଚି ଛାନବିନ ଆରମ୍ଭ କରିଛି l

LEAVE A REPLY

Please enter your comment!
Please enter your name here