ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ସୋମବାର ପାରଳାଖେମୁଣ୍ଡି ବିଜେଡି ବିଧାୟକ ରୁପେଶ ପାଣିଗ୍ରାହୀ, ବ୍ରହ୍ମପୁର ଆସି ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ବାସଭବନ ଠାରେ ପହଂଚି ତାଙ୍କ ସହ ସାକ୍ଷାତ କରି ଆଶୀର୍ବାଦ ନେବା ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିବା ସୂଚନା ମିଳିଛି l
One of the Odisha's best Channel Covering the latest news & Information.
Contact us: biplabiparikramlive@gmail.com