ଓଡିଶା ବାସୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :-ଓଡିଶା ବିଧାନସଭା ଫଳାଫଳକୁ ନେଇ ସୋସିଆଲମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଷ୍ଟ । ମୋଦୀ ପୋଷ୍ଟ କରି ଲେଖିଛନ୍ତି, ଓଡିଶାବାସୀଙ୍କୁ ଧନ୍ୟବାଦ । ଓଡିଶା ସଂସ୍କୃତିକୁ ନେଇ ଉତ୍ସବ ପାଳନ କରିବାର ଏହା ହେଉଛି ଏକ ଦମଦାର ବିଜୟ । ବିଜେପି ଲୋକଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଓ ଓଡିଶାର ପ୍ରଗତିକୁ ନୂଆ ଉଚ୍ଚତାରେ ପହଞ୍ଚାଇବା କୌଣସିରେ ହେଳା କରିବ ନାହିଁ । ଦଳର ସବୁ କର୍ମକର୍ତ୍ତାଙ୍କୁ ନେଇ ଆମେ ଗର୍ବିତ ।

Oplus_131072

LEAVE A REPLY

Please enter your comment!
Please enter your name here