ଗୁଜୁରାଟକୁ ୧୧ ରନରେ ମାତ ଦେଲା ପଞ୍ଜାବ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :-ଇଣ୍ଡିଆନ ପ୍ରମିୟର ଲିଗର ପଞ୍ଚମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ । ଗୁଜୁରାଟ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିବା ବେଳେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ପଞ୍ଜାବ । ତେବେ ପଞ୍ଜାବ ନିର୍ଦ୍ଧାରିତ ଓଭରରେ ଆୟରଙ୍କ ଧୂଆଁଧାର ବ୍ୟାଟିଂ ସହ ୫ ୱିକେଟ ହରାଇ ୨୪୩ ରନର ଟାର୍ଗେଟ ଦେଇଥିଲା । ଯାହାକୁ ନେଇ ଗୁଜୁରାଟ ଟାଇଟନ୍ସ ବହୁ ସଂଘର୍ଷ କରିଥିବା ଦେଖିବାକୁ ମିଳିଥିଲା । ତେବେ ଗୁଜୁରାଟ ମଧ୍ୟ ସମାନ ୱିକେଟ ହରାଇ ମାତ୍ର ୨୩୨ ରନରେ କରିବାରେ ସକ୍ଷମ ହୋଇଥିଲା । ତେବେ ମଙ୍ଗଳବାର ଆଇପିଏଲରେ ପଞ୍ଜାବ ଓ ଗୁଜୁରାଟ ମଧ୍ୟରେ ମୁକାବିଲା ହୋଇଥିଲା ।ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୪୩ ରନ୍ କରିଥିବା ବେଳେ ଗୁଜୁରାଟ ୨୩୨ ରନରେ ଅଟକିଥିଲା ।

LEAVE A REPLY

Please enter your comment!
Please enter your name here