ମୋହନା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜ଼ିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ICICI ବ୍ୟାଙ୍କ ରେ RM ଭାବେ କାର୍ଯ୍ୟରତ ଜଣେ କର୍ମଚାରୀ ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି l
ମୃତ କର୍ମଚାରୀ ଜଣକ ହେଲେ ଭୁବନେଶ୍ୱର ର ପ୍ରକାଶ ମହାରଣା l ଚନ୍ଦ୍ରଗିରି ପୋଷ୍ଟ ଅଫିସ ନିକଟରେ ଥିବା ଭଡା ଘରୁ ପ୍ରକାଶ ଙ୍କ ମୃତ ଦେହ ଉଦ୍ଧାର କରିଛି ମୋହନା ପୋଲିସ l ଗତ ଏକ ମାସ ହେଲା ଜୟପୁର ରୁ ଆସି ଚନ୍ଦ୍ରଗିରି ICICI ବ୍ୟାଙ୍କ ରେ କାର୍ଯ୍ୟରତ ଥିଲେ ପ୍ରକାଶ l
ତେବେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି, ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି l