ଦୀର୍ଘ ମାସେ ହେବ ବ୍ୟବସାୟ ହୋଇପଡ଼ିଛି ଠପ୍

0

କଟକ ( ବିପ୍ଲବୀ ପରିକ୍ରମା ):- ଦୀର୍ଘ ମାସେ ହେବ ବ୍ୟବସାୟ ହୋଇପଡ଼ିଛି ଠପ୍ । ପେଟ ପାଟଣା ପାଇଁ ବାଧ୍ୟ ହୋଇ ରାସ୍ତା କୁ ଓହ୍ଲାଇଲେ ଉଠା ଦୋକାନୀ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କଟକ ରାଣୀହାଟ ଅଞ୍ଚଳରେ । ସ୍ଥାନୀୟ ଉଠା ଦୋକାନୀଙ୍କ ଅଭିଯୋଗ ଅନୁଯାୟୀ, କୌଣସି ଥଇଥାନ ନ କରି କଟକ ମହାନଗର ନିଗମ ଯେଉଁଭଳି ଭାବରେ ଉଠା ଦୋକାନୀଙ୍କୁ ନିଜର ଜୀବନ ଜୀବିକା ରୁ ବଞ୍ଚିତ କରୁଚି ତାହା ପରିବାର ପ୍ରତି ପୋଷଣ କରିବାକୁ ଅସହ୍ୟ ହୋଇପଡ଼ିଲାଣି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଯଦି ପ୍ରଶାସନ ଥାଇଥାନ ନ କରନ୍ତି ତେବେ ଆଗାମୀ ଦିନରେ ଆତ୍ମହତ୍ୟା କରିବା ସହ ଚୋରୀ, ଡ଼କାୟତି କରାଇବାକୁ ପଛାଇବେ ନାହିଁ ।

LEAVE A REPLY

Please enter your comment!
Please enter your name here