ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ଅଡବା ଥାନା ମାଣ୍ଡିମେରା ଗ୍ରାମ ନିକଟ ବାଲିପଦର ବୁଲାଣି ରେ ରବିବାର ଭୋରୁ ବ୍ରହ୍ମପୁର ପଟୁ ରାୟଗଡା ଯିବା ବେଳେ କୁହୁଡି ପାଇଁ ଭାରଶ୍ୟାମ ହରାଇ ବୁଲାଣି ରାସ୍ତା ଜାତ୍ୟ ରାଜପଥ ୩୨୬ ରେ କାର ଟି ଓଲଟି ପଡିଥିଲା l କାର ରେ ବସିଥିବା ୪ଜଣ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଘଟଣା ସ୍ଥଳେ ଅଡବା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି l ଜାତୀୟ ରାଜପଥ ବିଭାଗ ରାସ୍ତା ଦୁଇ ପାଶ୍ୱ ରେ ଥିବା ଗଛ ଗୁଡିକୁ ସଫାସୁତୁରା ନ କରୁଥିବାରୁ ଏଭଳି ଦୁର୍ଘଟଣା ର ଶିକାର ହେଉଛନ୍ତି ଯାତ୍ରୀ ବୋଲି ସ୍ଥାନୀୟ ସମିତି ସଭ୍ୟ ଜନ ପ୍ରତିନିଧି କହିଛନ୍ତି l