ପି.ଗୋବିନ୍ଦପୁର ର ଜଙ୍ଗଲ ଜଳୁଛି 

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ମୋହନl ବନାଞ୍ଚଳ ପି. ଗୋବିନ୍ଦପୁର ଗାଁ ନିକଟରେ ଜଳୁଛି ଜଙ୍ଗଲ l ରାତି ସାଢେ ୮ ଟାରେ ଅଚାନକ ଗାଁ ନିକଟସ୍ଥ ଜଙ୍ଗଲ ରେ ନିଆଁ ଲାଗିଯାଇଥିଲା l ଚାହୁଁ ଚାହୁଁ ଏହି ନିଆଁ ଭୟଙ୍କର ଭାବେ ବ୍ୟାପି ଯାଇଥିଲା l ଗାଁ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆକୁ ଆୟତ୍ତ କରି ପାରିନଥିଲେ l ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଓ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି l

LEAVE A REPLY

Please enter your comment!
Please enter your name here