କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମର୍ନିଙ୍ଗ ଓ୍ବାର୍କରେ ବାହାରି ଥିବା ବେଳେ ଚାପି ଦେଲା ଟ୍ରକ l ବୁଧବାର ସକାଳୁ ଚମ୍ପୁଆ ବସ ଷ୍ଟାଣ୍ଡ ନିକଟରେ ଘଟିଛି ଏପରି ଘଟଣା ଘଟଣା l ମୣତକ ଚମ୍ପୁଆ ITDA ର ଚତୁର୍ଥ ଶ୍ରେଣୀ କର୍ମଚାରୀ ବିରଞ୍ଚି ମହାନ୍ତ, ସେ ସକାଳୁ ଘରୁ ମର୍ନିଙ୍ଗ ଓ୍ବାର୍କରେ ବାହାରି ଥିଲେ, ଘର ନିକଟରୁ ମାତ୍ର କେଇ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣା ଘଟାଇ ଥିବା ଟ୍ରକ ଘଟଣା ସ୍ଥଳରୁ ଫେରାର ହେlଇଯାଇଛି l ଖବର ପାଇ ପେlଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି l