ପାରଳାଖେମୁଣ୍ଡିର ଦୁଇ ଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କଠାରୁ ପାଇବେ ପୁରସ୍କାର 

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ୪୪ ତମ ଜାତୀୟ ଶିଶୁ ମହିଳା ମୋହତ୍ସବ ୨୦୨୪ ରେ ପାରଳାଖେମୁଣ୍ଡି ମିରାକେଲ୍ ଡେନ୍ସ ଷ୍ଟୁଡିଓ ପକ୍ଷରୁ ୧୧ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗନେଇଥିବା ବେଳେ ସର୍ବ ମୋଟ ୭୦୦ସହ ପିଲା ନୃତ୍ୟ ଓ ସୂନ୍ଦରୀ ପ୍ରତିଯୋଗିତା ରେ ଭାଗନେଇଥିଲେ l

ଏମାନଙ୍କୁ ପଛରେ ପକାଇ ପାରଳାଖେମୁଣ୍ଡିର ଦୁଇ ପ୍ରତିଯୋଗୀ ସଲୋନୀ ପଣ୍ଡା ସୂନ୍ଦରୀ ପ୍ରତିଯୋଗିତା ଓ ନୃତ୍ୟ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଛନ୍ତି ଅନନ୍ୟା ପ୍ରଧାନ |

ଉଭୟ ପାରଳାଖେମୁଣ୍ଡି ପାଇଁ ଗୈାରବ ଆଣିଛନ୍ତି। ଏହି ଦୁଇଜଣ ଛାତ୍ରୀଙ୍କୁ ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରସ୍କାର ପ୍ରଦାନ କରିବେ। ଏଥିପାଇଁ ଦୁଇ ଛାତ୍ରୀ, ପରିବାର ଏବଂ  ନୃତ୍ୟ ଗୁରୁ ବହୁତ ଖୁସି ଅଛନ୍ତି ।

LEAVE A REPLY

Please enter your comment!
Please enter your name here