ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଣି

0
Oplus_131072

ପାରଳାଖେମୁଣ୍ଡି  ( ବିପ୍ଲବୀ ପରିକ୍ରମା ):-ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପାଣି  l ଆଶୁ ଚିକିତ୍ସା କେନ୍ଦ୍ର ପରିସରରେ ନର୍ଦ୍ଦମା ପାଣି l ଗତକାଲି ଓ ଆଜି କାଳ ବୈଶାଖୀ ଜନିତ ସାଧାରଣ ବର୍ଷା ହେବା ଯୋଗୁଁ ହସ୍ପିଟାଲ ପରିସର ମଧ୍ୟରେ ନାଳ ପାଣି ପଶିଯିବାର ଦେଖିବାକୁ ମିଳିଛି, ଫଳରେ ରୋଗୀ ସହ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି। କିଛି ମାସ ତଳେ ନିର୍ମାଣ ହୋଇଥିବା କୋଠାରେ ପାଣି ପଶି ସମସ୍ୟା ଭୋଗିବା, ରୋଗି ସମ୍ପର୍କୀୟ ପ୍ରତିକ୍ରିୟା ପ୍ରକାଶ କରିବା ସହ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here