World Yoga Day is celebrated by various institutes of Brahmapur

0
Oplus_131072

ବ୍ରହ୍ମପୁରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ 

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଆଜି ହେଉଛି ବିଶ୍ୱ ଯୋଗ ଦିବସ। ଏହି ଯୋଗ ଦିବସ ଅବସରରେ ବ୍ରହ୍ମପୁରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯୋଗ ଦିବସ ପାଳନ କରାଯାଇଛି। ସେହିପରି ଆଜି ବ୍ରହ୍ମପୁର ଲାଞ୍ଜିପଲ୍ଲୀ ସ୍ଥିତ ପାର୍କ ଠାରେ ହାପିପି ନେସ ହେଲଥ ସେଣ୍ଟର ପକ୍ଷରୁ ଯୋଗ ଦିବସ ପାଳନ କରାଯାଇଛି।38 କୋର୍ପରେଟର ସ୍ଵର୍ଣ୍ଣଲତା ସାବତ ହାପିପି ନେସ ହେଲଥ ସେଣ୍ଟର ଗୁରୁଜୀ ଦିପକ ପଟନାୟକ ଦେଇଥିବା ବେଳେ ସମାଜ ସମାଜ ସେବକ ଦୁର୍ଗା ସାବତ ଯୋଗ ଦେଇଥିଲେ।

Oplus_131072

ସେହିପରି ଲାଞ୍ଜିପଲ୍ଲୀ ଶିଶୁ ଉଦ୍ୟାନ ଯୋଗ କେନ୍ଦ୍ର ପକ୍ଷରୁ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ କେନ୍ଦ୍ରର ସମସ୍ତ ସଦସ୍ୟଙ୍କୁ ଯୋଗ ଶିକ୍ଷl ସହ ଯୋଗର ଉପକାରିକା ବିଷୟରେ ଶିକ୍ଷା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରର ଗଞ୍ଜାମ ଜିଲ୍ଲା ଉପପ୍ରଧାନ ଅରୁଣ କୁମାର ପ୍ରଧାନ,ଗଞ୍ଜାମ ଜିଲ୍ଲା ସଂଘ ମନ୍ତ୍ରୀ ବି. ବଳରାମ ରାଓ,ଲାଞ୍ଜିପଲ୍ଲୀ ଶିଶୁ ଉଦ୍ୟାନ କେନ୍ଦ୍ର ପ୍ରମୁଖ ଅଖିଳ ନିରଞ୍ଜନ,ଓ କାଞ୍ଜିମା କେନ୍ଦ୍ରର କରାମଣୀ ପ୍ରଧାନ ଙ୍କ ସମେତ କେନ୍ଦ୍ରର ବହୁ ସଦସ୍ୟ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here